F-47; ଚୀନ- ରୁଷକୁ ଡ଼ରାଇବାକୁ ଆମେରିକା ତିଆରୀ କରୁଛି ସବୁଠାରୁ ଘାତକ ଅସ୍ତ୍ର,ଆକାଶରେ ଉଡ଼ିବ ମୃତ୍ୟୁଦୂତ
ନୂଆଦିଲ୍ଲୀ: ଚୀନ୍ ସହିତ ବଢ଼ୁଥିବା ପ୍ରତିଯୋଗିତା ଏବଂ ରୁଷ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକା ଏବେ ସବୁଠାରୁ ଘାତକ ଅସ୍ତ୍ର ଆଣୁଛି ।
ଏହାକୁ ଆକାଶରେ ଉଡ଼ୁଥିବା ଶତ୍ରୁର ମୃତ୍ୟୁ କୁହାଯାଉଛି। ଏହା…

