ସ୍ୱାମୀକୁ ଛାଡ଼ିଦେବି ପଛେ ବିଲେଇ ନୁହେଁ, ବିଲେଇ-କୁକୁର ପାଇଁ ସ୍ୱାମୀ,ସ୍ତ୍ରୀ ଚୁଟି ଧରାଧରି, ଛାଡ଼ପତ୍ର ଯାଏଁ ଗଲାଣି କଥା…
ଭୋପାଳ: ସାଧାରଣତଃ ଘରୋଇ ହିଂସା, ଯୌତୁକ କିମ୍ବା ପାରିବାରିକ ଉତ୍ତେଜନା ଯୋଗୁଁ ଛାଡପତ୍ର ହୁଏ। କିନ୍ତୁ, ଭୋପାଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଏକ ଦମ୍ପତି କେବଳ କାରଣ ସେମାନଙ୍କ ପାଳିତ ପଶୁଙ୍କ ପାଇଁ…

