ରାଜ୍ୟ କଟକରେ ନକଲି ମଦ ନିର୍ମାଣ କାରଖାନା ଠାବ; ୨ ଅଟକ Abinash Kumar Dhal Apr 24, 2025 କଟକ: ଆବକାରୀ ବିଭାଗ ଗୁରୁବାର କଟକ ଜିଲ୍ଲାର ଚୌଦ୍ୱାର ଅଞ୍ଚଳରେ ଏକ ନକଲି ବିଦେଶୀ ମଦ ନିର୍ମାଣ କାରଖାନାକୁ ଠାବ କରିଛି। ବିଭାଗର ଅଧିକାରୀମାନେ ଅଭିଯାନ ସମୟରେ ମଦ ନିର୍ମାଣ ସାମଗ୍ରୀ, ନକଲି ଲେବଲ ଏବଂ ପ୍ରିମିୟମ…