ଏପରି ଏକ ଦେଶ ଯେଉଁଠି ମଣିଷଙ୍କ ପରି ପକ୍ଷୀମାନଙ୍କର ବି ହୁଏ ପାସପୋର୍ଟ, ଉଡ଼ାଣ ଭରିବା ପୂର୍ବରୁ ଯାଞ୍ଚ ହୁଏ ଟିକେଟ୍
ଓଡିଶାଭାସ୍କର: ଥରେ କଳ୍ପନା କରନ୍ତୁ... ବିମାନବନ୍ଦର ଚେକ୍-ଇନ୍ କାଉଣ୍ଟରରେ ଏକ ଧାଡ଼ି ଲାଗିଛି, ଲୋକମାନେ ସେମାନଙ୍କର ପାସପୋର୍ଟ ଧରି ଠିଆ ହୋଇଛନ୍ତି, ଏବଂ ତା’ପରେ ହଠାତ୍ କେହି ଜଣେ ପାସପୋର୍ଟ ଧରିଥିବାର ଦେଖାଯାଏ,…
