IND vs AUS: ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ରୋହିତ ଶର୍ମା, ODIରେ ୧୦୦ଟି କ୍ୟାଚ୍ ନେଇ କଲେ କମାଲ
ଓଡିଶାଭାସ୍କର: ରୋହିତ ଶର୍ମା ତାଙ୍କ ODI କ୍ୟାରିୟରରେ ୧୦୦ଟି କ୍ୟାଚ୍ ପୂରଣ କରିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ODI ସମୟରେ ଏହି ସଫଳତା ହାସଲ କରିଛନ୍ତି।
ରୋହିତ ଯେଉଁ ଗତିରେ ୧୦୦ଟି କ୍ୟାଚ୍ ନେଇଥିଲେ,…

