ଗୋଟିଏ ଦିନରେ OSSC ସହ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି, ଅସନ୍ତୋଷ ଝାଡ଼ିଲେ ପରୀକ୍ଷାର୍ଥୀ
ଭୁବନେଶ୍ବର: ଆଜି ଗୋଟିଏ ଦିନରେ ଦୁଇଟି ବଡ଼ ପରୀକ୍ଷାରେ ତ୍ରୁଟି ଦେଖାଯାଇଛି । OSSC ପରୀକ୍ଷାରେ ତ୍ରୁଟି ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ OPSC ପରିଚାଳିତ ପରୀକ୍ଷାରେ ବି ତ୍ରୁଟି ଦେଖାଯାଇଛି ।…

