ଡ୍ରେସିଂ ରୁମରୁ ଖେଳାଳିଙ୍କୁ ଡାକି ହ୍ୟାଣ୍ଡସେକ୍ ପାଇଁ କହିଲେ ଗମ୍ଭୀର, ଗୌତମଙ୍କ ପଦକ୍ଷେପ ଦେଖି ହକାବକା ପାକ୍(VIDEO)
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମ୍ୟାଚ୍ ପରେ ଦେଖାଦେଇଥିବା ହାତ ମିଳାଇବା ବିବାଦ ଏକ ନୂତନ ମୋଡ଼ରେ ପହଞ୍ଚିଛି। ଏଥର ଖେଳାଳି କିମ୍ବା ଆଇସିସି ଅଧିକାରୀଙ୍କ ଉପରେ ଧ୍ୟାନ ନଥିଲା, ବରଂ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ…

