Breaking News ବାଣ ଗୋଦାମରେ ବିସ୍ଫୋରଣ, 5 ଜଣ ଗୁରୁତର Ankita May 6, 2025 ଭୁବନେଶ୍ବର: ଭଦ୍ରକ ହଳଦିଡ଼ିହ ବାଇପାସ ସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣ । ତେବେ ଭୟଙ୍କର ବାଣ ବିସ୍ଫୋରଣରେ ଘରର ଛାତ ଉଡିଯାଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ନିକଟରେ ଥିବା ଘର ଝରକାର କାଚ ଭାଙ୍ଗିଯାଇଥିବା…