ଝାରସୁଗୁଡ଼ାରେ ଫାୟାରିଂ: ରେଲୱେ କର୍ମଚାରୀଙ୍କ କ୍ବାଟର୍ସକୁ ଗୁଳି ମାଡ଼, ଜିଆରପି ପୁଲିସର ତଦନ୍ତ ଜାରି
ଝାରସୁଗୁଡ଼ା: ରେଲୱେ କଲୋନୀରେ ଗୁଳିମାଡ଼ । ଝାରସୁଗୁଡ଼ା ରେଲୱେ କର୍ମଚାରୀଙ୍କ କ୍ୱାଟରକୁ କିଛି ଅଜଣା ଯୁବକମାନେ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ୬ ରାଉଣ୍ଡ ଗୁଳିଚାଳନା କରିଛନ୍ତି ଦୁର୍ବୃତ୍ତ । ଗଣେଶ ପୂଜା ଭସାଣିକୁ…

