Exclusive: ସାମ୍ନାକୁ ଆସିଲା ପହଲଗାମ ପର୍ଯ୍ୟଟକ ଆକ୍ରମଣ ପଛରେ ଥିବା ଆତଙ୍କବାଦୀର ପ୍ରଥମ ଚିତ୍ର
ନୂଆଦିଲ୍ଲୀ: ପହଲଗାମ ପର୍ଯ୍ୟଟକ ଆକ୍ରମଣର ପଛରେ ଥିବା ଆତଙ୍କବାଦୀର ପ୍ରଥମ ଏକ୍ସକ୍ଲୁସିଭ୍ ଚିତ୍ର ପ୍ରକାଶ ପାଇଛି। ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଏହି ବିରଳ ଓ ଦୁଃଖଦ ଆତଙ୍କବାଦୀ ଆକ୍ରମଣରେ ଅନ୍ତତ ୨୬…

