‘କିସ’ କରିବା ମଣିଷ କାହାଠୁ ଶିଖିଲା? 21 ମିଲିୟନ ବର୍ଷ ପୂର୍ବେ ହୋଇଥିଲା ପ୍ରଥମ ଚୁମ୍ବନ, ରାଜ୍ ଖୋଲିଲା ଅକ୍ସଫୋର୍ଡ ରିସର୍ଚ୍ଚ
ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ନୂତନ ଅଧ୍ୟୟନରୁ ଚୁମ୍ବନ ବିଷୟରେ ଆକର୍ଷଣୀୟ ତଥ୍ୟ ପ୍ରକାଶ ପାଇଛି। ଗବେଷଣା ଅନୁଯାୟୀ, ମଣିଷ ଏବଂ ମହାନ ବାନରମାନଙ୍କର ସାଧାରଣ ପୂର୍ବପୁରୁଷ 2 କୋଟି ବର୍ଷ ପୂର୍ବେ ଚୁମ୍ବନ…
