Oppo ଲଞ୍ଚ୍ କଲା Reno 14 5G ଦିଓ୍ୱାଲୀ ସ୍ପେଶାଲ ଏଡ଼ିସନ୍, ଦେଖନ୍ତୁ ଫାଷ୍ଟ ଲୁକ୍
ନୂଆଦିଲ୍ଲୀ: Oppo Reno 14 5G ଫୋନର ଏକ ଦୀପାବଳି ସ୍ପେଶାଲ୍ ଏଡିସନ୍ ଲଞ୍ଚ କରିଛି। ଏହି ନୂଆ ଭାରିଆଣ୍ଟଟି ମାନକ ଭାରିଆଣ୍ଟ ତୁଳନାରେ ଅନନ୍ୟ ଫିଚର୍ ପ୍ରଦାନ କରେ।
ଏହି ସ୍ୱତନ୍ତ୍ର ଦୀପାବଳୀ ଗୋଲ୍ଡ ରଙ୍ଗ ମଡେଲର…

