Breaking News ଦେଶରେ ଚିହ୍ନଟ ହେଲେ କରୋନାର XE Variantର ପ୍ରଥମ ରୋଗୀ Manas Pradhan Apr 9, 2022 ନୂଆଦିଲ୍ଲୀ: କୋଭିଡର ନୂଆ ଭାରିଆଣ୍ଟ ଏକ୍ସଇ ଭାରିଆଣ୍ଟ ଉପରେ ଏବେ ସମସ୍ତଙ୍କର ନଜର ରହିଛି । ତେବେ ଏହା ମଧ୍ୟରେ ଗତ ବୁଧବାର ଦିନ ମୁମ୍ବାଇରୁ ଏକ୍ସଇ ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ମାତ୍ର ପରବର୍ତ୍ତୀ…