ସମୟ ପୂର୍ବରୁ ହେଉଛି କି ଋତୁସ୍ରାବ, ଏବେ ହିଁ କରନ୍ତୁ ଚିକିତ୍ସା, ନଚେତ୍ ଭୋଗିବେ ଭୟଙ୍କର ଦଣ୍ଡ
First Period: ମାସିକ ଋତୁସ୍ରାବ ଏକ ସାଧାରଣ ପ୍ରକ୍ରିୟା । ପ୍ରତ୍ୟେକ ମାସରେ ନାରୀମାନଙ୍କର ଋତୁସ୍ରାବ ହୋଇଥାଏ । କିଛି ଜଣଙ୍କର ଠିକ ସମୟରେ ହେଉଥିବା ବେଳେ ଅନ୍ୟ କିଛି ଜଣଙ୍କର ଅନିୟମିତତତା ଦେଖାଯାଏ । ସେହିପରି…

