ସରକାର ନେଲେ ବଡ଼ ନିଷ୍ପତ୍ତି, ଏଣିକି ବିନା ଇୟରଫୋନରେ ଫ୍ଲାଇଟରେ ଗୀତ ଶୁଣିଲେ ଭୋଗିବେ ଦଣ୍ଡ
Music in Flight: ଫ୍ଲାଇଟ୍ ଭିତରେ ଇୟାରଫୋନ୍ ବିନା ମ୍ୟୁଜିକ୍ ଚଳାଇବା ନେଇ ସରକାରଙ୍କ ନିକଟରେ ପ୍ରଶ୍ନ ଉଠିଛି। ଲୋକସଭାରେ ସାଂସଦ V. S. Matheswaran ଏହି ବିଷୟରେ ସରକାରଙ୍କୁ ପଚାରିଥିଲେ ଯେ ଏପରି ଘଟଣାରେ…
