ନେପାଳରେ ଆଉ ଏକ ବଡ଼ ବିପଦ, ତିବ୍ବତରେ ପୁଣି ଭାଙ୍ଗିଲା ଡ୍ୟାମ୍! ବନ୍ୟା ଆଲର୍ଟ, ଉଦ୍ଧାର କାର୍ଯ୍ୟ ବନ୍ଦ
ନେପାଳ: ଗ୍ଲେସିୟର ଧସିବା ଘଟଣାର ଭୟାବହତା ଏବେ ବି ଲୋକଙ୍କ ମନରୁ ଲିଭିନି। ଏହାରି ମଧ୍ୟରେ ନେପାଳରେ ପୁଣି ଥରେ ବନ୍ୟା ଭୟ ସୃଷ୍ଟି ହୋଇଛି। ତିବ୍ବତ ପଟେ ସୀମା ନିକଟରେ ଏକ ଡ୍ୟାମ୍ ଭାଙ୍ଗିଯାଇଥିବା ନେପାଳ ନିଶ୍ଚିତ…

