(Video)ଭୟଙ୍କର ବନ୍ୟାରେ ବୁଡ଼ିଗଲା ପ୍ରସିଦ୍ଧ ତମକେଶ୍ୱର ମହାଦେବ ମନ୍ଦିର: ଶିକ୍ଷାନୁଷ୍ଠାନରେ ତାଲା, ଲୋକଙ୍କ ପାଇଁ ଘରୁ ବାହାରିମା ମୁସକିଲ
ଡେରାଡୁନ: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ପ୍ରବଳ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି। ପ୍ରବଳ ବର୍ଷା ଯୋଗୁଁ ତମସା ନଦୀରେ ପାଣି ପଶିଛି। ଏହି କାରଣରୁ ପ୍ରସିଦ୍ଧ ତପକେଶ୍ୱର ମହାଦେବ ମନ୍ଦିର ବୁଡ଼ି ଯାଇଛି।…

