GST Gift: ଶସ୍ତା,ଶସ୍ତା,ଶସ୍ତା…ଅଟା-ତେଲ-ସାବୁନଠୁ ନେଇ ସବୁ ଘରୋଇ ସାମଗ୍ରୀ ହେଲା ଶସ୍ତା, ସେପ୍ଟେମ୍ବର 22ରୁ ଲାଗୁ, ଦେଖନ୍ତୁ ପୁରା…
ନୂଆଦିଲ୍ଲୀ: ସରକାର GST ସଂସ୍କାର କାର୍ଯ୍ୟକାରୀ କରିଛନ୍ତି । ଯାହା ପରେ ଘରୋଇ ସାମଗ୍ରୀ ବିକ୍ରୟ କରୁଥିବା ପ୍ରମୁଖ FMCG କମ୍ପାନୀଗୁଡ଼ିକ ସେମାନଙ୍କ ଉତ୍ପାଦର ମୂଲ୍ୟ ହ୍ରାସ କରିବା ଆରମ୍ଭ କରିଛନ୍ତି। ଦେଶର ସର୍ବବୃହତ…

