ବର୍ଷେ ପର୍ଯ୍ୟନ୍ତ ଖରାପ ହେବନି ଅଟା! କିଭଳି ରଖିବେ ଜାଣନ୍ତୁ, ଚମତ୍କାର ଟିପ୍ସ
ନୂଆଦିଲ୍ଲୀ: ଅଟାକୁ ଦୀର୍ଘ ସମୟ ପାଇଁ ସତେଜ ରଖିବା ପାଇଁ ଉପଯୁକ୍ତ ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ସଠିକ୍ ଭାବରେ ସଂରକ୍ଷଣ ନ କରାଯାଏ, ତେବେ ଅଟା ଆର୍ଦ୍ରତା ଶୋଷଣ କରିପାରେ, ଏଥିରେ କୀଟପତଙ୍ଗ ହୋଇପାରେ ଏବଂ…
