ମଝିଆକାଶରେ ଖୋଜୁଥିଲେ ଟଏଲେଟ୍, ହାଇଜାକର ବୋଲି ମାଡ଼ି ବସିଲେ କ୍ରିଉ ମେମ୍ବର, କ’ଣ ଥିଲା ଘଟଣା
ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ବାରାଣସୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଦୁଇଜଣ ଯାତ୍ରୀ କକପିଟ୍ ଦ୍ୱାର ଖୋଲିବାକୁ ଚେଷ୍ଟା କରିବା ସମୟରେ ଆତଙ୍କ ସୃଷ୍ଟି ହୋଇଥିଲା। ସେମାନେ କକପିଟ୍ ଭିତରକୁ ପ୍ରବେଶ କରିବା ପାଇଁ…

