ଜୋତା କାଢିଲା ମାତ୍ରେ ପାଦରୁ ଦୁର୍ଗନ୍ଧ ଆସୁଛି, ଜାଣି ରଖନ୍ତୁ ଏହାର ଅସଲ କାରଣ ଆଉ କିଭଳି ମିଳିବ ଏଥିରୁ ମୁକ୍ତି
ନୂଆଦିଲ୍ଲୀ: କେତେବେଳେ, ଘର ବାହାରେ କୌଣସି ପରିସ୍ଥିତି ଉପୁଜିଲେ ଆମକୁ ଜୋତା କାଢିବାକୁ ପଡ଼ିଥାଏ। କିନ୍ତୁ ଏହି ଅବସ୍ଥା କିଛି ଲୋକଙ୍କ ପାଇଁ ଲଜ୍ଜାଜନକ କିମ୍ବା ସମସ୍ୟା ହୋଇଯାଏ। ଏହାର କାରଣ ହେଉଛି ପାଦରୁ ଆସୁଥିବା…
