କିଏ କରିଥିଲେ ଭାରତ ଉପରେ ପ୍ରଥମେ ଆକ୍ରମଣ, ନେଇଯାଇଥିଲେ ଏହି ସବୁ ଜିନିଷ, ଜାଣନ୍ତୁ
Foreigner Attacked India: ପ୍ରାଚୀନ କାଳରୁ ଭାରତ ଏକ ସମୃଦ୍ଧ, ଉନ୍ନତ ଏବଂ ସାଂସ୍କୃତିକ ଦୃଷ୍ଟିରୁ ବିକଶିତ ଦେଶ ହୋଇଆସିଛି। ଏହାର ଉର୍ବର ଭୂମି, ବିଶାଳ ନଦୀ, ସୁନା, ରୂପା, ମସଲା, ମୂଲ୍ୟବାନ ପଥର, ବିଶାଳ ମନ୍ଦିର…
