ଯେଉଁ ମନ୍ତ୍ରୀଙ୍କୁ ବହିଷ୍କାର କରିଥିଲେ ପୁଟିନ୍, କିଛି ଘଣ୍ଟା ପରେ କାରରୁ ମିଳିଲା ସେହି ମନ୍ତ୍ରୀଙ୍କ ମୃତଦେହ
ମସ୍କୋ,୭ା୭: ରୁଷର ପୂର୍ବତନ ପରିବହନ ମନ୍ତ୍ରୀ ରୋମାନ୍ ଷ୍ଟାରୋଭୋଇଟ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିଛି ଘଣ୍ଟା ପୂର୍ବରୁ ରୋମାନ୍ ଷ୍ଟାରୋଭୋଇଟଙ୍କୁ…
