ମହିଳାଙ୍କୁ ମାଗଣାରେ ମିଳିବ ଦୁଇ ଦିନ ବସ୍ ଯାତ୍ରା, ରକ୍ଷା ବନ୍ଧନ ପାଇଁ ସରକାର କଲେ ଘୋଷଣା
ଲକ୍ଷେ୍ନø: ଏଥର ରକ୍ଷା ବନ୍ଧନ ଅବସରରେ ଦୁଇ ଦିନ ପାଇଁ ମହିଳାଙ୍କୁ ମାଗଣାରେ ବସ୍ ସେବା । ଅର୍ଥାତ୍ ଦୁଇ ଦିନ ପାଇଁ ମହିଳାମାନେ ମାଗଣାରେ ବସ୍ ଯାତ୍ରା କରିପାରିବେ । ଏଭଳି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ…
