#instagramdown: Instagram ସର୍ଭର ଡାଉନ ହେବା ପରେ ଭାଇରାଲ ହେଲା ୟୁଜର୍ସଙ୍କ Funny Memes & Tweets
ନୂଆଦିଲ୍ଲୀ: ଆଜି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର ସର୍ଭର ଡାଉନ ଦେଖିବାକୁ ମିଳିଥିଲା । ତେବେ ଏହାର ପ୍ରତିକ୍ରିୟା ୟୁଜର୍ସମାନେ ଦେଇଛନ୍ତି । ଏନେଇ ହ୍ୟାସଟ୍ୟାଗ ଇନଷ୍ଟାଗ୍ରାମଡାଉନ ୱିଟରରେ ଟ୍ରେଣ୍ଡିଂ…
