ଗୃହରେ ପାରିତ ହେଲା ଓଡ଼ିଶା ଜନ ବିଶ୍ୱାସ ବିଲ ୨୦୨୫, ଏଣିକି ଜୁଆ ଖେଳି ଧରାପଡିଲେ ଗଣିବେ ୭୫ ହଜାର ଟଙ୍କା
ଭୁବନେଶ୍ୱର: ବିଧାନସଭା ଚତୁର୍ଥ ଦିନରେ ପାରିତ ହେଲା ଓଡ଼ିଶା ଜନ ବିଶ୍ୱାସ ବିଲ ୨୦୨୫ । ବିଲକୁ ବିଚାର ଓ ପାରିତ କରିବା ପାଇଁ ଲମ୍ବା ସମୟ ଧରି କ୍ଲଜ୍ ୱାଇଜ ଆଲୋଚନା ହୋଇଥିଲା। ବିଲ ପାରିତ ସମୟରେ ବିରୋଧ କରିବା ସହ କକ୍ଷ…
