ପାର୍ବଣ ପୂର୍ବରୁ ଗ୍ୟାଙ୍ଗଷ୍ଟରର ଆତ୍ମସମର୍ପଣ, କୋର୍ଟରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ସକିଲ
କଟକ: ପାର୍ବଣ ପୂର୍ବରୁ ଗ୍ୟାଙ୍ଗଷ୍ଟରର ଆତ୍ମସମର୍ପଣ। JMFC ସିଟି କୋର୍ଟରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ସକିଲ। ଜଣେ ବ୍ୟବସାୟୀଙ୍କୁ ଆପହରଣ ଓ ଆକ୍ରମଣ ପରେ ଫେରାର୍ ହୋଇଯାଇଥିଲା ସକିଲ୍।
ଯଦିଓ ସକିଲର ଜଣେ…

