ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଗଲେ ପ୍ରଥମେ କରିବେ କ’ଣ? ଜାଣିରଖନ୍ତୁ ଏହି ଜରୁରୀ କଥା, ବଞ୍ଚିଯିବି ଜୀବନ
ନୂଆଦିଲ୍ଲୀ: ରୋଷେଇ ପାଇଁ ବ୍ୟବହୃତ LPG ସିଲିଣ୍ଡରର ଯେତିକି ଗୁରୁତ୍ୱପୂର୍ଣ୍ଣ, ଏହାର ରକ୍ଷଣାବେକ୍ଷଣ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। LPG ସିଲିଣ୍ଡର ପ୍ରତି ସାମାନ୍ୟ ଅବହେଳା ମଧ୍ୟ ଏକ ବଡ଼ ଦୁର୍ଘଟଣା ଘଟାଇପାରେ।…

