ଫୁଟବଲ ତାରକା ଲିଓନେ ମେସିଙ୍କୁ କଟାକ୍ଷ କରି ଚର୍ଚ୍ଚାରେ ଅଭିନେତ୍ରୀ ଗୌହର ଖାନ
ନୂଆଦିଲ୍ଲୀ: ଫିଫା ବିଶ୍ୱକପ-୨୦୨୬ରେ ଅର୍ଜେଣ୍ଟିନା ଓ ମିଶର ମଧ୍ୟରେ ଖେଳା ଯାଇଥିବା ବିବାଦୀୟ ମ୍ୟାଚକୁ ନେଇ ଆରମ୍ଭ ହୋଇଥିବା ଆଲୋଚନା ଥମିବାର ନାମ ନେଉନାହିଁ। ଏହି ବିବାଦରେ ଅଭିନେତ୍ରୀ ଗୌହର ଖାନ ପୁଣି ଥରେ ଏଣ୍ଟ୍ରି…

