ଓଡ଼ିଆ ସଙ୍ଗୀତ ଜଗତକୁ ଲାଗିଲା କାହା ନଜର, ଅଭିଜିତ୍ ଙ୍କ ପରେ ଆଖି ବୁଜିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ
ଭୁବନେଶ୍ୱର: ଓଲିଉଡ୍ ଜଗତକୁ ପୁଣି ଏକ ଶକ୍ତ ଝଟକା। କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ। ଜଣକ ପରେ ଜଣଙ୍କ ଦେହାନ୍ତ ଓଡ଼ିଆ ସଙ୍ଗୀତ ଜଗତକୁ ଦୋହଲାଇ ଦେଇଛି। ନିକଟରେ କଣ୍ଟଶିଳ୍ପୀ ହ୍ୟୁମାନ ସାଗର ଓ ପରେ ଅଭିଜିତ…
