ଥଣ୍ଡା ସିଜିନ୍ ସମସ୍ୟା: କୋଲେଷ୍ଟରଲ ବୃଦ୍ଧି, ଓଜନ ବଢ଼ିବା, ଭୋକ ନହେବା, ମାଂସପେଶୀ ଯନ୍ତ୍ରଣା, ଦାନ୍ତ ଓ ନାକ ସମସ୍ୟାରୁ ମୁକ୍ତି ପାଇବେ କିପରି?
ଶୀତଦିନେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ସେଥିମଧ୍ୟରେ କୋଲେଷ୍ଟରଲ ବୃଦ୍ଧି, ଓଜନ ବଢ଼ିବା, ଭୋକ ନହେବା, ମାଂସପେଶୀ ଯନ୍ତ୍ରଣା, ଦାନ୍ତ, ଓଠ ଓ ନାକ ଆଦି ସମସ୍ୟା ରହିଥାଏ । ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା…
