ପ୍ରଥମେ କଫ ସିରପ ପିଆଇଲେ, ପରେ ମୁହଁକୁ ତକିଆରେ ଚାପି କଲେ ହତ୍ୟା, ଗୋଆ ମର୍ଡର କେସରେ ପୋଲିସର ବଡ଼ ଖୁଲାସା
ଗୋଆ: ଜଣେ ୪ ବର୍ଷର ଶିଶୁକୁ ନିଜ ମା ହତ୍ୟା କରିଛି। ତାଙ୍କ ପିତା ବୁଧବାର ଦିନ ବେଙ୍ଗାଲୁରୁରେ ଶବସତ୍କାର କରିଥିଲେ। ଏହି ହତ୍ୟା ମାମଲାରେ କର୍ଣ୍ଣାଟକର ଚିତ୍ରାଦୁରଗା ଠାରୁ ସୋଚନା ସେଥ ନାମକ ଜଣେ ମହିଳାଙ୍କୁ ଗିରଫ…
