କମ୍ ବଜେଟ୍ରେ ସପରିବାରେ ବୁଲି ପାରିବେ ଗୋଆ; ଜାଣନ୍ତୁ କେବେଠାରୁ ଆରମ୍ଭ ବୁକିଂ
ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଛି। ଆଉ କିଛି ଦିନ ପରେ ପଡ଼ିବ ଖରା ଛୁଟି। ସ୍କୁଲ ଓ କଲେଜ ପରି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ହେବ। ଏପରି ସମୟରେ ଗରମରୁ ତ୍ରାହୀ ଓ ଛୁଟିର ମଜା ଉଠାଇବା ପାଇଁ ପରିବାର ସହ ରାଜ୍ୟ ବାହାରକୁ ଯିବା…

