ରେକର୍ଡ ଭାଙ୍ଗିଲା ସୁନା ଦର; ଆଜି ପୁଣି ୮୦୦ ଟଙ୍କା ବଢିଲା, କିଣିବା ତ ଦୂରର କଥା, ହାତ ମାରିବାକୁ ଡର ଲାଗୁଛି
ଭୁବନେଶ୍ବର: ଟ୍ରମ୍ପ ଟାରିଫ୍ ବିବାଦ, ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନବାଜି ଏବଂ GST ହାର ପରିବର୍ତ୍ତନ ମଧ୍ୟରେ ଆଜି ପୁଣି ଥରେ ମହଙ୍ଗା ହେଲା ସୁନା । ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

