ସକାଳୁ ସକାଳୁ ଖୁସି ଖବର, ବାହୁଡାରେ ଶସ୍ତା ହେଲା ସୁନା, ଜାଣନ୍ତୁ ଏବେ କେତେ ଅଛି ୧୦ ଗ୍ରାମ ଗୋଲ୍ଡ ଦର
ଓଡିଶାଭାସ୍କର: ଆଜି ପବିତ୍ର ବାହୁଡ଼ା ଯାତ୍ରା। ମାଉସୀ ଘରେ ୯ ଦିନର ଲୀଳା ଖେଳା ସାରି ଆଜି ଭାଇ ଭଉଣୀଙ୍କୁ ସାଥୀରେ ଧରି ରତ୍ନ ବେଦୀ ଅଭିମୁଖେ ବାହାରିବେ ବଡ଼ ଠାକୁର।
ଆଉ ଏହାରି ଭିତରେ ସକାଳୁ ସକାଳୁ ଏକ ବଡ଼ ଖବର…

