ମାସ ଆରମ୍ଭ ନହେଉଣୁ ଏତେ ଟଙ୍କା କମିଲା ସୁନା-ରୂପା ରେଟ୍, ଡେରି ନକରି ଶୀଘ୍ର କିଣନ୍ତୁ ଗୋଲ୍ଡ , ନହେଲେ ପଛରେ ପସ୍ତେଇବେ
ଓଡିଶାଭାସ୍କର: ସୁନା ଏବଂ ରୂପା କ୍ରେତାଙ୍କ ପାଇଁ ଏକ ଖୁସି ଖବର ଆସିଛି। ଜୁନ୍ ୩୦, ୨୦୨୬ ଅର୍ଥାତ୍ ଆଜି ସୁନା ବଜାରରେ ଉଭୟ ଧାତୁର ମୂଲ୍ୟରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଗତ କିଛି ଦିନ ଧରି ବଜାରରେ ହ୍ରାସ…

