Gopal Khemka murder: ଅଭିଯୁକ୍ତ ରାଜାର ଏନକାଉଣ୍ଟର, ମାରିବା ପାଇଁ ସୁଟରକୁ ପଠାଇଥିଲେ ଅସ୍ତ୍ର
ପାଟନା: ବିହାରର ରାଜଧାନୀ ପାଟନାରେ ପ୍ରସିଦ୍ଧ ବ୍ୟବସାୟୀ ଗୋପାଳ ଖେମକାଙ୍କ ହତ୍ୟାକାଣ୍ଡରେ ଏକ ବଡ଼ ମୋଡ଼ ଆସିଛି। ମଙ୍ଗଳବାର ସକାଳେ, STF (ସ୍ପେଶାଲ୍ ଟାସ୍କ ଫୋର୍ସ) ମାଲସାଲାମି ଅଞ୍ଚଳରେ ଏକ ଏନକାଉଣ୍ଟରରେ ଏହି…
