ସରକାରୀ କର୍ମଚାରୀଙ୍କର ଲାଗିଲା ଲଟେରୀ! ଓଡ଼ିଶା ସମେତ ୩ ରାଜ୍ୟରେ DA ବୃଦ୍ଧି, ଏବେ ସମସ୍ତଙ୍କ ନଜର ପଶ୍ଚିମବଙ୍ଗ ଉପରେ
ଓଡିଶାଭାସ୍କର: ଓଡ଼ିଶା, ତାମିଲନାଡୁ ଏବଂ ବିହାର ସମେତ ଅନେକ ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି ଘୋଷଣା କରିଛନ୍ତି, ଯେତେବେଳେ ପଶ୍ଚିମବଙ୍ଗ ମଧ୍ୟ ଖୁବ୍ ଶୀଘ୍ର DA ଏବଂ…

