DA Update: ସରକାରୀ କର୍ମଚାରୀଙ୍କୁ ବର୍ଷକୁ ମାତ୍ର ଗୋଟିଏ ଥର ମିଳିବ ମହଙ୍ଗା ଭତ୍ତା? ଜାଣନ୍ତୁ ସୁପ୍ରିମକୋର୍ଟ କ’ଣ କହିଲେ…
ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । ଏହି ରାୟ ଅନୁସାରେ, ରାଜ୍ୟ ସରକାରଙ୍କ କର୍ମଚାରୀମାନେ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା…
