ଖୁସି ଖବର: ଆବାସ ହିତାଧିକାରୀଙ୍କୁ ମାଗଣାରେ ବାଲି ଦେବେ ସରକାର! ସୂଚନା ଦେଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଭୁବନେଶ୍ବର: ଆବାସ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମାଗଣାରେ ବାଲି ଯୋଗାଇବେ ସରକାର । ଏନେଇ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଗୁରୁବାର ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ଏମିତି…

