GST cut on medicines: କର୍କଟ ରୋଗୀଙ୍କର କମିବ ଔଷଧ ଖର୍ଚ୍ଚ! ରୋଗରେ ବ୍ୟବହୃତ ମେଡିସିନ ଉପରେ GST ହ୍ରାସ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନେକ ଅତ୍ୟାବଶ୍ୟକ ଔଷଧ ଉପରେ GST ହ୍ରାସ କରି ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବିଶେଷକରି କର୍କଟ ରୋଗୀଙ୍କ ପାଇଁ ଏହି ନିଷ୍ପତ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି…

