fbpx
Browsing Tag

GST

ଖୁସି ଖବର, GSTରେ ମିଳିବ ୫୦ ପ୍ରତିଶତ ରିହାତି: କେବେ ଲାଗୁ ହେବ ନୂଆ ନିୟମ?

ନୂଆଦିଲ୍ଲୀ: ଗଣପର୍ବ ହୋଲି ପୂର୍ବରୁ କେନ୍ଦ୍ର ସରକାର ଏକ ଉପହାର ଭେଟି ଦେଇଛନ୍ତି । ଅର୍ଦ୍ଧସୈନିକ ବଳ(CAPF)ର ଯବାନ୍ ମାନଙ୍କ ପାଇଁ ଜିଏସଟିରେ ୫୦% ରିହାତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସିଏପିଏଫର…

ମାର୍ଚ୍ଚ ୧ରୁ ବଦଳିବ FASTagରୁ GST ନିୟମ, ଖାଉଟିଙ୍କ ପକେଟ ଉପରେ ମାଡ଼

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭରୁ ଅର୍ଥ ସମ୍ବନ୍ଧୀୟ ଅନେକ ନିୟମ ବଦଳିଯିବ । କ୍ରେଡ଼ିଟ୍ କାର୍ଡ଼, ଫାସଟ୍ୟାଗ୍ ଠାରୁ ଆରମ୍ଭ କରି ଜିଏସଟି ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ହେବ । ଏହା ସାଧାରଣ ଜନତାଙ୍କ ପକେଟ ଉପରେ…

ମାର୍ଚ୍ଚ ୧ରୁ GST ନିୟମରେ ବଡ଼ ପରିବର୍ତ୍ତନ, ୫ କୋଟିରୁ ଉଦ୍ଧ୍ୱର୍ କାରବାର ପାଇଁ ଆବଶ୍ୟକ ଇ-ୱେ ବିଲ୍

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ କେନ୍ଦ୍ର ସରକାର GST ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବର୍ତ୍ତମାନ ୫ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟବସାୟ କରୁଥିବା ବ୍ୟବସରୟୀମାନେ ଇ-ଚାଲାଣ(e-Invoice)…

CBDT ଜାରି କଲା ନୋଟିଫିକେସନ: ଗୁଗଲ, ଫେସବୁକ ଓ ଏକ୍ସ’କୁ ଦେବାକୁ ପଡ଼ିବ ୧୮ ପ୍ରତିଶତ GST!

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି । ଏହି ନୋଟିଫିକେସନ ମୁତାବକ, ଏଡଟେକ କମ୍ପାନୀମାନଙ୍କୁ ଟ୍ୟାକ୍ସ ଭରଣା କରିବାକୁ ପଡ଼ିବ । ତେବେ କେନ୍ଦ୍ର…

Twitterରୁ ଆପଣ ରୋଜଗାର କରୁଛନ୍ତି କି: ଏଣିକି ଦେବାକୁ ପଡ଼ିବ ୧୮ ପ୍ରତିଶତ GST

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଇନଫ୍ଲୁଏନ୍ସର ବା କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯଦି ଆପଣ ଟ୍ୱିଟରରୁ ଅର୍ଥ ରୋଜଗାର କରୁଛନ୍ତି ତେବେ ଏଣିକି ଆପଣଙ୍କୁ ଦ୍ରବ୍ୟ ଓ ସେବା କର (ଜିଏସଟି)…

ଜୁଲାଇ ୨୦୨୩ରେ ସଂଗ୍ରହ ହେଲା ୧.୬୫ ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି

ନୂଆଦିଲ୍ଲୀ: ଜୁଲାଇ ୨୦୨୩ରେ ଭାରତ ସରକାର ୧,୬୫,୧୦୫ କୋଟି ଜିଏସ୍‌ଟି ସଂଗ୍ରହ କରିଛନ୍ତି । ଯାହା ଗତ ବର୍ଷ ଜୁଲାଇ ମାସଠାରୁ ୧୧% ଅଧିକ ରହିଛି । ଜିଏସ୍‌ଟି ଲାଗୁ ହେବା ପରେ ପଞ୍ଚମ ଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୬୦…

ପେଟ୍ରୋଲ-ଡିଜେଲ ଉପରେ ଲାଗିବ GST! ରାଜ୍ୟମାନେ ନେବେ ନିଷ୍ପତ୍ତି, ଆସିଲା ଅର୍ଥମନ୍ତ୍ରୀଙ୍କ ବୟାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକଙ୍କର ଅତ୍ୟାବଶ୍ୟକ ସାମଗୀ ପେଟ୍ରୋଲ ଓ ଡିଜେଲର ଦର ଏବେ ଉଚ୍ଚରେ ରହିଛି । ତୈଳ ଦର ବୃଦ୍ଧିର ପ୍ରଭାବ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପରେ ପଡ଼ୁଛି । ତେଣୁ ଏଥିରୁ ଜନସାଧାରଣଙ୍କୁ…

GST ନିୟମ ବଦଳିଲା: କରଦାତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଦେଶର କରଦାତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଦ୍ରବ୍ୟ ଓ ସେବା କର (ଜିଏସଟି) ସହ ଜଡ଼ିତ ଏକ ବଡ଼ ନିୟମ ପରିବର୍ତ୍ତିତ ହୋଇଛି । ଯୋଗାଣକାରୀଙ୍କ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଯେଉଁ…

ଘର ଭଡ଼ା ଉପରେ ଲାଗିବ ୧୮ ପ୍ରତିଶତ GST! ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସଟି)କୁ ନେଇ ଏବେ ସାରା ଦେଶରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଗତ ଜୁଲାଇ ମାସରେ କେନ୍ଦ୍ର ସରକାର ନୂଆ ଜିଏସଟି ନିୟମ ଲାଗୁ କରିଥିଲେ । ତେବେ ଏହା ମଧ୍ୟରେ ଜିଏସଟିକୁ ନେଇ ଏକ…

ପରଟା ଉପରେ ଲାଗିବ ୧୮ ପ୍ରତିଶତ GST: କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଯଦି ଆପଣ ପରଟା ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ପରଟା ଉପରେ ଆପଣଙ୍କୁ ୧୮ ପ୍ରତିଶତ ଦ୍ରବ୍ୟ ଓ ସେବା କର (ଜିଏସଟି) ଦେବାକୁ ପଡ଼ିବ । ରୁଟି ଓ ପରଟା ଦୁଇଟି ଅଲଗା ଜିନିଷ । ଏହି ଦୁଇ ସାମଗ୍ରୀ ଉପରେ…