ଏହି ଲୋକମାନେ ଭୁଲରେ ବି ଖାଆନ୍ତୁନି ପିଜୁଳି, ହେବ ଭୟଙ୍କର ରୋଗ, ଶରୀରରେ ଦେଖାଦେବ ଏସବୁ ସଙ୍କେତ
Guava Health Impact: ପିଜୁଳି ଛୋଟ ଏବଂ ଏକ ସାଧାରଣ ଦେଖାଯାଉଥିଲେ ମଧ୍ୟ ଏହା ଏକ ପୁଷ୍ଟିକର ଫଳ। ଏଥିରେ ଭିଟାମିନ୍ ସି, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ପ୍ରାକୃତିକ ଶକ୍ତି ବୃଦ୍ଧିକାରୀ ଉପାଦାନ ଭରପୂର। ଅନେକ ଲୋକ…
