ଗିନିଜ୍ ଓ୍ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା LIC, ୨୪ ଘଣ୍ଟାରେ ଭାଙ୍ଗିଲା ଏହି ରେକର୍ଡ
ନୂଆଦିଲ୍ଲୀ: ଭାରତର ସରକାରୀ ବୀମା କମ୍ପାନୀ LIC ଚମକାଇ ଦେଇଛି ସାରା ବିଶ୍ୱକୁ। LIC ଏବେ କରିଛି ଏକ ବିଶ୍ୱ ରେକର୍ଡ। ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି LIC।
ଏହି ରେକର୍ଡ ବିଷୟରେ ସୂଚନା ଦେଇଛି ଏହି…
