କେମିତି ହେଲା ଏ ଚମତ୍କାର ? ମୃତ ଭାବି ଜାଳି ଦେଇଥିଲେ ପରିବାର, ପରଦିନ କେମିତି ଜୀବନ୍ତ ଫେରିଲେ! ମୁଣ୍ଡ ଘୂରାଇ ଦେବ ଏ କାହାଣୀ…
ହରିୟାଣା: ଗୁରୁଗ୍ରାମରେ, ଜଣେ 47 ବର୍ଷୀୟ ବ୍ୟକ୍ତିଙ୍କୁ ମୃତ ଭାବି ପରିବାର ଲୋକେ ତାଙର୍କର ଅନ୍ତିମ ସତ୍କାର କରିଥିଲେ । କିନ୍ତୁ ହଠାତ୍, ସେ ଶେଷକୃତ୍ୟ ପରଦିନ ଘରକୁ ଫେରି ଆସିଥିଲେ। ଗୁରୁଗ୍ରାମର ସେକ୍ଟର-36,…

