ନାକେଦମ କଲାଣି ଟ୍ରମ୍ପଙ୍କ ନୂଆ ନିୟମ; ହଜାର ହଜାର ଭାରତୀୟ ଏବେ ମୁଣ୍ଡରେ ଦେଲେଣି ହାତ !
ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଏବଂ କାମ କରୁଥିବା ଭାରତୀୟ ବୃତ୍ତିଗତଙ୍କ ପାଇଁ ପୁଣି ଥରେ ଖରାପ ଖବର ଆସିଛି। H-1B ଭିସା ସଙ୍କଟ ପରେ, ଆମେରିକାରେ କାମ କରୁଥିବା ଭାରତୀୟ କର୍ମଚାରୀଙ୍କ ପାଇଁ ଏବେ ଏକ ନୂତନ ସମସ୍ୟା…

