ଖୋଲିଲା ହବିଷିଆଳିଙ୍କ ଅନଲାଇନ୍ ପଞ୍ଜୀକରଣ, ୨୫୦୦ ଶହ ଶ୍ରଦ୍ଧାଳୁ ପାଇବେ ସୁବିଧା, ଏମିତି କରନ୍ତୁ ଆବେଦନ…
ପୁରୀ: ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ପାଇଁ ଆରମ୍ଭ ହେଲା ପଞ୍ଜିକରଣ। https/edistrict.odisha.gov.in କୁ ଯାଇ ପଞ୍ଜିକରଣ କରିପାରିବେ ହବିଷିଆଳି। ପ୍ରଥମ ଥର ଆବେଦନ କରୁଥିଲେ ଦିଆଯିବ ଅଗ୍ରାଧିକାର। ୨୫୦୦ ହବିଷିଆଳି…

