UN ପକ୍ଷରୁ ଘୋଷଣା: ଭାରତର ଶତ୍ରୁ ଆତଙ୍କବାଦୀ ହାଫିଜ ଅବଦୁଲ ସଲାମର ମୃତ୍ୟୁ, ୨୬/୧୧ ମୁମ୍ବାଇ ଆକ୍ରମଣକାରୀଙ୍କୁ ଦେଇଥିଲା ଟ୍ରେନିଂ
ନୂଆଦିଲ୍ଲୀ: ପୁଣି ଭାରତର ଆଉ ଏକ ଶତ୍ରୁ ନିପାତ ହୋଇଛି । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଡେପୁଟିର ମୃତ୍ୟୁ ଘଟିଛି । ଲସ୍କର-ଇ-ତୋଏବା (ଏଲଇଟି) ଆତଙ୍କବାଦୀ ଅବଦୁଲ ସଲାମ ଭୁଟ୍ଟାଭିର ମୃତ୍ୟୁ…
