ସୂର୍ଯ୍ୟକୁମାରଙ୍କୁ ଗାଳି କରି ହଟହଟା ହେଲେ ପାକିସ୍ତାନ ଖେଳାଳି, ଏକ୍ସରେ ପୋଷ୍ଟ ଶେୟାର କରି ମହମ୍ମଦ ୟୁସଫ ମାଗିଲେ ଭୁଲ୍
ନୂଆଦିଲ୍ଲୀ: ବିଜୟ ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ, କିମ୍ବା ଟସ୍ ସମୟରେ ସୂର୍ଯ୍ୟକୁମାର ଯାଦବ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇ ନଥିଲେ। ଶୋଏବ ଅଖତରଙ୍କଠାରୁ ଶାହିଦ…

