Asia Cup 2025: ଭାରତ-ପାକିସ୍ତାନ ହାତ ନମିଳାଇବା ବିବାଦ ପରେ ACC ନେଲା ବଡ ନିଷ୍ପତ୍ତି, ବ୍ୟାନ୍ ହେଲେ ଏହି ଖେଳାଳି!
ଓଡିଶାଭାସ୍କର: ଏସିଆ କପ୍ ୨୦୨୫ କେବଳ ଖେଳ ପାଇଁ ନୁହେଁ ବରଂ ବିବାଦ ପାଇଁ ଏବେ ଖବରରେ ରହିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ସମୟରେ ଏକ ବଡ଼ ହଙ୍ଗାମା ହୋଇଥିଲା।
ଟିମ୍ ଇଣ୍ଡିଆର…

